COVID-19 Wave Rises: ପୁଣି ବ୍ୟାପିଲାଣି କରୋନା; ସତର୍କ ରହିବାକୁ ପରାମର୍ଶ

ପୁଣି ଦେଶରେ ପ୍ରତିଦିନ ବଢୁଛି କରୋନା ଲହର। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା ।

COVID-19 Wave Rises: ପୁଣି ବ୍ୟାପିଲାଣି କରୋନା; ସତର୍କ ରହିବାକୁ ପରାମର୍ଶ
Array