COVID Variants surge in India: ଭାରତରେ ଚିହ୍ନଟ ହେଲା କୋଭିଡର ଦୁଇ ନୂଆ ଭ୍ୟାରିଆଣ୍ଟ, ଜାଣନ୍ତୁ ଏହା କେତେ କ୍ଷତିକାରକ

ତାମିଲନାଡ଼ୁରେ ଚିହ୍ନଟ କୋଭିଡ ଆକ୍ରାନ୍ତଙ୍କ ନମୁନାରୁ NB.1.8.1 ସବଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ଚିହ୍ନଟ ୪ ଜଣଙ୍କ ନମୁନାରୁ LF.7 ସବଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହି ନୂତନ ସବ ଭାରିଆଣ୍ଟରେ jn-1 ଲିନିଏଜ ରହିଥିବା ବେଳେ ଏହା ପୂର୍ବାପେକ୍ଷା ସଂକ୍ରମଣ ଦେଢ ଗୁଣ ବୃଦ୍ଧି କରୁଛି।

COVID Variants surge in India: ଭାରତରେ ଚିହ୍ନଟ ହେଲା କୋଭିଡର ଦୁଇ ନୂଆ ଭ୍ୟାରିଆଣ୍ଟ, ଜାଣନ୍ତୁ ଏହା କେତେ କ୍ଷତିକାରକ
Array