Cracker Explosion: ପୁଣି ବାଣ ଅଘଟଣ, ଦୁଇ ଶିଶୁଙ୍କ ସହ ୫ ଗୁରୁତର

ପୁଣି ବାଣ ଟ୍ରାଜେଡି। ଯାଜପୁର ଜାଲପୁରରେ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ଯାହାଙ୍କ ମଧ୍ୟରେ ଅଛନ୍ତି ଆହତ ବ୍ୟବସାୟୀଙ୍କ ସହ ଜଣେ ପଡ଼ୋଶୀଙ୍କର ଦୁଇ ନବଜାତ ଶିଶୁ। ଯାଜପୁର ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି।

Cracker Explosion: ପୁଣି ବାଣ ଅଘଟଣ, ଦୁଇ ଶିଶୁଙ୍କ ସହ ୫ ଗୁରୁତର
Array