Cracks in Lakshmivaraha Temple: ଶ୍ରୀଲକ୍ଷ୍ମୀବରାହ ମନ୍ଦିର ଦଧିନଉତିରେ ଫାଟ... ଚାରିପଟେ ଉଠିଲାଣି ଗଛ, ଉନ୍ନତିକରଣ ଅଧାପନ୍ତରିଆ

ଦେଢ଼ବର୍ଷ ତଳେ ପୂର୍ବ ସରକାର ସମୟରେ ମନ୍ଦିର ଚତୁପାର୍ଶ୍ୱର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ସେ କାମ ଏବେ ଅଧପନ୍ତରିଆ ପଡ଼ିରହିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଆଧ୍ୟାତ୍ମିକ କ୍ଷେତ୍ର ତଥା ଓଡ଼ିଶାର ଏହି ପ୍ରସିଦ୍ଧ ପୀଠର ଉନ୍ନତୀକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନଥିବା ବେଳେ ମନ୍ଦିରରେ ଚରମ ଅବ୍ୟବସ୍ଥା ଅସନ୍ତୋଷର କାରଣ ହୋଇଛି।

Cracks in Lakshmivaraha Temple: ଶ୍ରୀଲକ୍ଷ୍ମୀବରାହ ମନ୍ଦିର ଦଧିନଉତିରେ ଫାଟ... ଚାରିପଟେ ଉଠିଲାଣି ଗଛ, ଉନ୍ନତିକରଣ ଅଧାପନ୍ତରିଆ
Array