Cricketer’s Death:ଅଧବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ଯୁବକଙ୍କ ଜୀବନ

ଦ୍ବିତୀୟ ଆମ୍ବୁଲାନ୍ସରେ ସାନଘାଟିରୁ ରାତି ୩ଟାରେ ବାହାରି ବ୍ରହ୍ମପୁରରେ ଭୋର୍ ୪ଟା ବେଳେ ପହଞ୍ଚିବା ବେଳକୁ, ନିସ୍ତେଜ ହୋଇସାରିଥିଲା ପୁଅର ଛଟପଟ ଶରୀର। ଶେଷରେ ମୃତ ଘୋଷଣା କରିଥିଲେ ଏମକେସିଜି ଡାକ୍ତର।

Cricketer’s Death:ଅଧବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ଯୁବକଙ୍କ ଜୀବନ
Array