Crime News: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍‌ରେ କଲେ ହତ୍ୟା

ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।

Crime News: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍‌ରେ କଲେ ହତ୍ୟା
Array