Robbery: ବାଇକରେ ଆସିଲେ, ୬ ମିନିଟରେ ଲୁଟି ନେଲେ...ସାମନାକୁ ଆସିଲା ଭିଡିଓ

ଭିଡିଓରେ ଦେଖାଯାଇଛି ଡେଲିଭରି ବୟ ପୋଷାକରେ ଆସିଥିବା ଦୁଇ ଡକାୟତ ଲକ୍ଷାଧିକ ଟଙ୍କାର ଜିନିଷ ନେଇ ଫେରାର ହୋଇଯାଇଛନ୍ତି। ସେମାନେ ଦୋକାନରେ ଥିବା ଜିନିଷଗୁଡ଼ିକୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ଦୁହେଁ ହେଲମେଟ୍‌ ପିନ୍ଧି ମୁହଁକୁ ଘୋଡାଇ ରଖିଥିଲେ ।

Robbery: ବାଇକରେ ଆସିଲେ, ୬ ମିନିଟରେ ଲୁଟି ନେଲେ...ସାମନାକୁ ଆସିଲା ଭିଡିଓ
Array