ମମତା ଭାଜପାରେ ସାମିଲ ହେବା ପରେ ବଡ଼ ବୟାନ ଦେଲେ ପ୍ରଦୀପ
ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ଏମ୍ପି ପ୍ରଦୀପ ପାଣିଗ୍ରାହୀ ବନ ବୟାନ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି, ଆଜିକା ଦିନରେ ଏତିକି କହିବି ଭାଜପା ବଢୁଛି, ବିଜେଡି ଛିଡୁଛି। ଅନ୍ୟପଟେ, ଭାଜପାରେ ମିଶିବା ପରେ ମମତା କହିଛନ୍ତି, ବିଜେଡିରେ ଅଣଦେଖା ହେଉଥିଲି । ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର […] The post ମମତା ଭାଜପାରେ ସାମିଲ ହେବା ପରେ ବଡ଼ ବୟାନ ଦେଲେ ପ୍ରଦୀପ appeared first on Dharitri Odia News.
ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ଏମ୍ପି ପ୍ରଦୀପ ପାଣିଗ୍ରାହୀ ବନ ବୟାନ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି, ଆଜିକା ଦିନରେ ଏତିକି କହିବି ଭାଜପା ବଢୁଛି, ବିଜେଡି ଛିଡୁଛି।
ଅନ୍ୟପଟେ, ଭାଜପାରେ ମିଶିବା ପରେ ମମତା କହିଛନ୍ତି, ବିଜେଡିରେ ଅଣଦେଖା ହେଉଥିଲି । ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି । ତେଣୁ ମୁଁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଛି।
The post ମମତା ଭାଜପାରେ ସାମିଲ ହେବା ପରେ ବଡ଼ ବୟାନ ଦେଲେ ପ୍ରଦୀପ appeared first on Dharitri Odia News.