Crime Story: ତିନି ପ୍ରେମିକ ସହ ସଂପର୍କ ଯୋଡ଼ିଲା...ତା’ପରେ ପ୍ରଥମ ପ୍ରେମିକକୁ ପୁଅ ସାମ୍ନାରେ କଲା ହତ୍ୟା

ରାଜସ୍ଥାନର ଅଲୱାର ଜିଲ୍ଲାର ଖେରଲି ଅଞ୍ଚଳରେ ଇନ୍ଦ୍ରମୋହନଙ୍କ ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ପୁଲିସର ହୋସ୍ ଉଡ଼ାଇ ଦେଇଥିଲା। ପୁଲିସ ହତ୍ୟାକାଣ୍ଡର ମୂଳରେ ପହଞ୍ଚିବା ପ୍ରାଥମିକ ଭାବେ କଷ୍ଟକର ଥିଲା। କିନ୍ତୁ ଇନ୍ଦ୍ରମୋହନଙ୍କ ପୁଅ ଯେତେବେଳେ ସାମନାକୁ ଆସିଲା, ସେତେବେଳେ ରହସ୍ୟ ଉପରୁ ପରଦା ହଟିଥିଲା।

Crime Story: ତିନି ପ୍ରେମିକ ସହ ସଂପର୍କ ଯୋଡ଼ିଲା...ତା’ପରେ ପ୍ରଥମ ପ୍ରେମିକକୁ ପୁଅ ସାମ୍ନାରେ କଲା ହତ୍ୟା
Array