Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା
Array