Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି
Array