Crop Loss: ଛାଡ଼ିଗଲା ବର୍ଷା, ଏବେ ବି ପାଣିରେ ବତୁରୁଛି ବର୍ଷକର ଦାନା
ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ ।