Cyber Attack Alert: ପାକିସ୍ତାନୀ ହ୍ୟାକର୍ ଟାର୍ଗେଟରେ ଭାରତୀୟ, ଅଜଣା ଲିଙ୍କ୍ରେ କ୍ଲିକ୍ କରୁଥିଲେ ହୁଅନ୍ତୁ ସାବଧାନ !
'ଅପରେସନ ସିନ୍ଦୂର' ଆଗରେ ଚିତପଟାଙ୍ଗ ମାରିଥିବା ପାକିସ୍ତାନୀ ଏବେ ସାଇବର ଆଟାକ୍ ପାଇଁ ପ୍ରୟାସ କରୁଛି । ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟ୍ ଅଛନ୍ତି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ । 'ଡ୍ୟାନ୍ସ ଅଫ ଦ ହିଲାରୀ' ନାଁରେ ଭାଇରସ୍ ପଠାଇ ଖେଳୁଛନ୍ତି ବଡ଼ ଚାଲ୍ ।