Cyber Lootera looted 125 crore: ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା
ସାଇବର୍ ଲୁଟେରାଙ୍କ ଟାର୍ଗେଟ୍ ରେ ଉଚ୍ଚଶିକ୍ଷିତ, କୋଟିପତି ଓ ବ୍ୟବସାୟୀ। ଟ୍ରେଡିଂ କିମ୍ବା ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କାର ଚୂନ ଲଗାଉଛନ୍ତି।