Cyber Threat on Indian Websites: ପାକିସ୍ତାନର ସାଇବର ଆଟାକ୍, ଟାର୍ଗେଟରେ ୧୫ ଲକ୍ଷ ଭାରତୀୟ ୱେବସାଇଟ

ଅପରେସନ ସିନ୍ଦୂର ପରେ ପାକିସ୍ତାନ ସାଇବର ଆଟାକ୍ ଚଳାଇଥିବା ଜଣାପଡିଛି । ହେଲେ ହ୍ୟାକର ମାନେ ୯୯.୯୯ ପ୍ରତିଶତ ବିଫଳ ହୋଇଛନ୍ତି । ପାଖାପାଖି ୧୫ ଲ‍କ୍ଷ ୱେବସାଇଟକୁ ଟାର୍ଗେଟ୍ କରାଯାଇଛି ।

Cyber Threat on Indian Websites: ପାକିସ୍ତାନର ସାଇବର ଆଟାକ୍, ଟାର୍ଗେଟରେ ୧୫ ଲକ୍ଷ ଭାରତୀୟ ୱେବସାଇଟ
Array