Cyclone Shakti Impact in Odisha: ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !

ଆସନ୍ତା ମେ ୨୩ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ଓ ବାଂଲାଦେଶରେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରବଳ ପ୍ରଭାବ ପଡିବ ।

Cyclone Shakti Impact in Odisha: ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !
Array