Dead body in Trolley: ଭୟଙ୍କର...ଅଭାବନୀୟ : ଟ୍ରଲିରେ ଭର୍ତ୍ତି କଲା ଶବ...ଓଲା ଗାଡ଼ିରେ କଲା ପାର୍ସଲ୍
ହତ୍ୟାକାଣ୍ଡ ପରେ ପ୍ରେମିକଙ୍କ କାକା ଶବକୁ ଲୁଚାଇବାକୁ ପରାମର୍ଶ ଦେଇଥିଲେ। ମୃତଦେହକୁ ଏକ ନୀଳ ରଙ୍ଗର ଟ୍ରଲି ବ୍ୟାଗରେ ରଖାଯାଇଥିଲା। ଏବଂ ଓଲାରୁ ଏକ କାର୍ ବୁକ୍ କରାଯାଇଥିଲା। ପ୍ରେମିକ ଏବଂ ତା ବନ୍ଧୁମାନେ ମୃତଦେହ ନେଇ ବେଙ୍ଗାଲୁରର ଚାନ୍ଦପୁରା ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ।