Dead Body Shortage in Anatomy: ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ, ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର

କୁହାଯାଏ ଡାକ୍ତରଙ୍କ ପ୍ରଥମ ଗୁରୁ ହେଉଛି ଶବ । କାରଣ, ମରଶରୀରକୁ ନେଇ ହିଁ ଆରମ୍ଭ ହୋଇଥାଏ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା । ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ଶିରା ପ୍ରଶିରା, ସ୍ନାୟୁ ବିଷୟରେ ୩୬୦ ଡିଗ୍ରୀ ଜ୍ଞାନ ପାଇଁ ମର ଶରୀରକୁ କାଟି ଅଧ୍ୟୟନ କରିବାକୁ ପଡିଥାଏ ।

Dead Body Shortage in Anatomy: ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ, ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର
Array