Deepika Padukone: ଗ୍ଲାମରସ୍ ଲୁକ୍ ସହିତ ସାରା ବିଶ୍ୱକୁ ଚମକାଇଲେ ଦୀପିକା ପାଦୁକୋନ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ତାଙ୍କ ଚମତ୍କାର ଫ୍ୟାଶନ ସେନ୍ସ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ୟାରିସରେ ଆୟୋଜିତ ଲୁଇ ଭ୍ୟୁଟନ୍ ଫଲ୍ / ୱିଣ୍ଟର ୨୦୨୫ ଫ୍ୟାଶନ୍ ସୋ’ରେ ଦୀପିକା ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କର ଗ୍ଲାମରସ୍ ଲୁକ୍ ସହିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି।