ଲକ୍ଷ୍ମୀ ବସ୍। ଚାଲୁଛି କମ୍, ଝୁଣ୍ଟୁଛି ବେଶୀ
ବାଲେଶ୍ୱରରେ ବି ଲକ୍ଷ୍ମୀ ବସ୍ ଫାଙ୍କା। ଡ୍ରାଇଭର୍, କଣ୍ଡକ୍ଟରଙ୍କୁ ମିଶାଇ ଯାତ୍ରୀ ସଂଖ୍ୟା ଅତି ନଗଣ୍ୟ। ୩୮ ସିଟ୍ରୁ ମାତ୍ର ୧୪ ସିଟ୍ରେ ଯାତ୍ରୀ ଅଛନ୍ତି।
ଲକ୍ଷ୍ମୀ ବସ୍। ଚାଲୁଛି କମ୍, ଝୁଣ୍ଟୁଛି ବେଶୀ। ଗାଡ଼ି ଗଡୁଛି ସତ, ହେଲେ ଯାତ୍ରୀ ମରୁଡ଼ି। ରାଜ୍ୟବ୍ୟାପୀ ସମାନ ଅବସ୍ଥା। ଉପାନ୍ତ ମାଲାକନଗିରିରେ ବସ୍ ଚାଲିଛି, ହେଲେ ସିଟ୍ ଖାଲି ପଡିଛି। ହାତ ଗଣତି ଯାତ୍ରୀ ବସ୍ରେ ଯାତ୍ରା କରୁଛନ୍ତି। ଆଉ ବାଲେଶ୍ୱରରେ ବି ଲକ୍ଷ୍ମୀ ବସ୍ ଫାଙ୍କା। ଡ୍ରାଇଭର୍, କଣ୍ଡକ୍ଟରଙ୍କୁ ମିଶାଇ ଯାତ୍ରୀ ସଂଖ୍ୟା ଅତି ନଗଣ୍ୟ। ୩୮ ସିଟ୍ରୁ ମାତ୍ର ୧୪ ସିଟ୍ରେ ଯାତ୍ରୀ ଅଛନ୍ତି।