Defrauding People In Odisha: ରାଜଧାନୀରେ ହାଇପ୍ରୋଫାଇଲ୍ ବଣ୍ଟି-ବବଲି ଯୋଡ଼ି; ଠକେଇ ପାଇଁ ଚଳାଇଥିଲେ ଡ୍ରାମା
ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।