ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫
କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ ସମସ୍ତେ ଏହି ଭୂକମ୍ପକୁ ନେଇ ସତର୍କ ରହିବାକୁ କୁହାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜ ପକ୍ଷରୁ ଏକ୍ସରେ ଏକ ଅଫିସିୟାଲ ପୋଷ୍ଟ କରି କୁହାଯାଇଛି କି ସ୍ଥିତି ଉପରେ ନଜର ରଖାଯାଇଛି। ହେଲେ ହେଲେ […] The post ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫ appeared first on Dharitri Odia News.
କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି।
ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ ସମସ୍ତେ ଏହି ଭୂକମ୍ପକୁ ନେଇ ସତର୍କ ରହିବାକୁ କୁହାଯାଇଛି।
ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜ ପକ୍ଷରୁ ଏକ୍ସରେ ଏକ ଅଫିସିୟାଲ ପୋଷ୍ଟ କରି କୁହାଯାଇଛି କି ସ୍ଥିତି ଉପରେ ନଜର ରଖାଯାଇଛି। ହେଲେ ହେଲେ ଏହାକୁ ନେଇ ପ୍ରତି ବ୍ୟକ୍ତି ସତର୍କ ରହିବା ଜରୁରୀ।
The post ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫ appeared first on Dharitri Odia News.