Delhi Boy: ପୋଲିସ କାଳ ବିଳମ୍ବ ନକରି ଖୋଜିବାରେ ଲାଗିପଡ଼ିଥିଲା, ସିସିଟିଭି ବି ଯାଞ୍ଚ ହେଲା... ନିଖୋଜ ଜଣକ କିନ୍ତୁ ମିଳିଲା

ଉଦ୍ଧାର କାର୍ଯ୍ୟ ସମୟରେ ପୁଲିସ୍ ସେ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାଗୁଡ଼ିକୁ ଯାଞ୍ଚ କରିଥିଲା । ତେବେ ଫୁଟେଜ୍‌ରେ ଜଣେ ପିଲା ସ୍ବରେଜ ଆଡ଼କୁ ଯାଉଥିବା ଦେଖାଯାଇଥିଲା। କିଛି ସମୟ ପରେ ପୁଲିସକୁ ଆଉ ଏକ CCTV ମିଳିଥିଲା, ଯାହା ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ ଲାଗିଥିଲା।

Delhi Boy: ପୋଲିସ କାଳ ବିଳମ୍ବ ନକରି ଖୋଜିବାରେ ଲାଗିପଡ଼ିଥିଲା, ସିସିଟିଭି ବି ଯାଞ୍ଚ ହେଲା... ନିଖୋଜ ଜଣକ କିନ୍ତୁ ମିଳିଲା
Array