Baaghi 4: ଚର୍ଚ୍ଚାରେ ‘ବାଗୀ ୪’; ଭିଲେନ୍ ହେବେ ଏହି ସୁପର୍‌ଷ୍ଟାର୍; ଜାଣନ୍ତୁ କିଏ ଟାଇଗର୍‌ଙ୍କ ସହ କରିବେ ରୋମାନ୍ସ

‘ବାଗୀ ୪’ର ପୋଷ୍ଟର୍‌ ରିଲିଜ୍‌ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…

Baaghi 4: ଚର୍ଚ୍ଚାରେ ‘ବାଗୀ ୪’; ଭିଲେନ୍ ହେବେ ଏହି ସୁପର୍‌ଷ୍ଟାର୍; ଜାଣନ୍ତୁ କିଏ ଟାଇଗର୍‌ଙ୍କ ସହ କରିବେ ରୋମାନ୍ସ
Array