ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ

ବିହାର,୮।୫: ଶ୍ରାବଣ ମାସରେ ପାଣିଭାର ନେଇ ଯାଉଥିବାବେଳେ ପୁଣି କାଉଡିଆଙ୍କ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ବିହାରରେ। ବୈଶାଲି ଜିଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଏପରି ଅଘଟଣ ଘଟିଛି। ଡିଜେ ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ରୁ ଅଧିକ କାଉଡିଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। The post ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ appeared first on Dharitri Odia News.

ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ

ବିହାର,୮।୫: ଶ୍ରାବଣ ମାସରେ ପାଣିଭାର ନେଇ ଯାଉଥିବାବେଳେ ପୁଣି କାଉଡିଆଙ୍କ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ବିହାରରେ। ବୈଶାଲି ଜିଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଏପରି ଅଘଟଣ ଘଟିଛି। ଡିଜେ ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ରୁ ଅଧିକ କାଉଡିଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

The post ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ appeared first on Dharitri Odia News.