Delhi Building Collapse: ଦିଲ୍ଲୀରେ କୋଠା ଭୁଶୁଡି, ୧୧ ମୃତ, ଅନେକ ଆହତ
ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏହି ଘଟଣାରେ ଏବେ ବି ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ଶୂନଶାନ ରାତିରେ ପ୍ରାୟ ୨ଟା ୩୦ ମିନିଟରେ ଦିଆସିଲି ଖୋଳ ପରି ଭୁଶୁଡି ପଡିଥିଲା କୋଠା ଘର । ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଭୁଶୁଡିବା ବେଳର ଦୃଶ୍ୟ ।