କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି

ପାଟନା,୨।୩: ବିହାରର ଔରାଙ୍ଗବାଦରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ନୀତିଶ କିଛି ଏପରି କହିଛନ୍ତି ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟେଜ ଉପରେ ଜୋରରେ ହସିବାକୁ ଲାଗିଛନ୍ତି। #WATCH | Bihar CM Nitish Kumar says, “…You (PM Modi) had come earlier as well, ‘par idhar hum gayab ho gaye the. Hum phir aapke saath hai.’ I assure you that I will […] The post କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି appeared first on Dharitri Odia News.

କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି

ପାଟନା,୨।୩: ବିହାରର ଔରାଙ୍ଗବାଦରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ନୀତିଶ କିଛି ଏପରି କହିଛନ୍ତି ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟେଜ ଉପରେ ଜୋରରେ ହସିବାକୁ ଲାଗିଛନ୍ତି।

କହିରଖୁଛୁ କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏକ ଜନସଭାରେ ମୋଦିଙ୍କ ଆଗରେ ଶପଥ ନେଇଛନ୍ତି। ସେ ଶପଥ ନେଇ କହିଛନ୍ତି, ‘ଏବେଠାରୁ ମୁଁ ଭାଜପା ମେଣ୍ଟରେ ରହିବେ। ଆପଣଙ୍କୁ ଆଶ୍ୱସନା ଦେଉଛି ଦଳ ଛାଡି ଅନ୍ୟ କେଉଁଠିକି ଯିବି ନାହିଁ’। ତେବେ ଏତିକି ଶୁଣିବା ମାତ୍ରେ ମୋଦି ଷ୍ଟେଜ ଉପରେ ହିଁ ହସିବାକୁ ଲାଗିଛନ୍ତି।

The post କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି appeared first on Dharitri Odia News.