Delhi Election Result: କଡ଼ା ମୁକାବିଲା, ଆଗରେ ଭାଜପା ପଛରେ କଂଗ୍ରେସ

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ବହୁମତ ହାସଲ କରିଛି। ଭାଜପା ୫୦ଟି ଆସନରେ ଆଗୁଆ ଅଛି। ଶାସକ ଏଏପି ୧୯ଟି ଆସନରେ ଆଗୁଆ ଅଛି। କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି। ଦିଲ୍ଲୀ ନିର୍ବାଚନରେ ବିଜେପି ଆଗୁଆ ଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଦେଖାଯାଉଥିବା ବେଳେ, ଭାଜପା ଏମପି ଅତୁଲ ଗର୍ଗ କହିଛନ୍ତି ଯେ ଭାଜପା ୫୦% ରୁ ଅଧିକ ଭୋଟ ପାଇବ ଏବଂ […] The post Delhi Election Result: କଡ଼ା ମୁକାବିଲା, ଆଗରେ ଭାଜପା ପଛରେ କଂଗ୍ରେସ appeared first on Dharitri Odia News.

Delhi Election Result: କଡ଼ା ମୁକାବିଲା, ଆଗରେ ଭାଜପା ପଛରେ କଂଗ୍ରେସ

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ବହୁମତ ହାସଲ କରିଛି। ଭାଜପା ୫୦ଟି ଆସନରେ ଆଗୁଆ ଅଛି। ଶାସକ ଏଏପି ୧୯ଟି ଆସନରେ ଆଗୁଆ ଅଛି। କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି।

ଦିଲ୍ଲୀ ନିର୍ବାଚନରେ ବିଜେପି ଆଗୁଆ ଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଦେଖାଯାଉଥିବା ବେଳେ, ଭାଜପା ଏମପି ଅତୁଲ ଗର୍ଗ କହିଛନ୍ତି ଯେ ଭାଜପା ୫୦% ରୁ ଅଧିକ ଭୋଟ ପାଇବ ଏବଂ ଦଳ ସରକାର ଗଠନ କରିବ।

The post Delhi Election Result: କଡ଼ା ମୁକାବିଲା, ଆଗରେ ଭାଜପା ପଛରେ କଂଗ୍ରେସ appeared first on Dharitri Odia News.