Demand Of Teachers Rises: ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି...

ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ।

Demand Of Teachers Rises: ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି...
Array