Tarang Plus: ‘ତରଙ୍ଗ୍‌ ପ୍ଲସ୍‌’ର ନୂଆ କ୍ୟାଟେଗୋରୀ; ସର୍ଟସ୍ ଫିଲ୍ମର ନେବେ ମଜା

‘ତରଙ୍ଗ୍‌ ପ୍ଲସ୍‌’ରେ ଆଉ ଏକ ନୂଆ କ୍ୟାଟେଗୋରୀ ‘ତରଙ୍ଗ ପ୍ଲସ୍ ସର୍ଟସ୍’ ଲଞ୍ଚ୍‌ ହେବାକୁ ଯାଉଛି। ଏଠାରେ ଲୋକମାନେ ସର୍ଟସ୍ ଫିଲ୍ମର ମଜା ନେଇପାରିବେ। ଜାଣନ୍ତୁ କେବେଠାରୁ ହେବ ଷ୍ଟ୍ରିମିଂ।

Tarang Plus: ‘ତରଙ୍ଗ୍‌ ପ୍ଲସ୍‌’ର ନୂଆ କ୍ୟାଟେଗୋରୀ; ସର୍ଟସ୍ ଫିଲ୍ମର ନେବେ ମଜା
Array