Deputy CM's Report Card: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

ବର୍ଷକରେ କେତେ ଉନ୍ନତି ହୋଇଛି ତାହାର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀଙ୍କୁ ଟାର୍ଗେଟ୍ କରି ଗତକାଲି ହିସାବ ମାଗିଥିଲେ ନିମାପଡ଼ା ପୂର୍ବତନ ବିଧାୟକ ସମୀର ଦାସ । ଗୋଟି ଗୋଟି କରି ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ ।

Deputy CM's Report Card: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ
Array