Development Plans in Chitrakonda: ନାଁ ବଦଳିଲା, ହେଲେ ବଦଳୁନି ଭାଗ୍ୟ...ବିଚ୍ଛିନ୍ନାଞ୍ଚଳକୁ ଫିଟୁନି ବିକାଶର ରାସ୍ତା
ପାହାଡ଼ ବୁକୁରେ ପଥର ଚିରି ବସତି । ଏଠି ବାଟ ଶେଷ, ବିକାଶ ବି ଯେମିତି ଶେଷ । ଅପହଞ୍ଚ ଏତେ, ସହାୟତାର ହାତ ଚାହିଁଲେ ବି ବଢ଼ାଇ ହେଉନି କିମ୍ବା ଇଚ୍ଛାଶକ୍ତିର ଅଭାବ ସହାୟତାକୁ ପହଞ୍ଚାଇ ଦେଉନି ।