Jaiswal Trolled For Drop Catch: ଏକା ଥରକେ ୩ଟି କ୍ୟାଚ ଛାଡିଲେ ଜୟସ୍ବାଲ, ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଫ୍ୟାନ
ୱେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ପରେ ଇଂଲଣ୍ଡରେ ଶତକ ହାସଲ କରିଥିଲେ ଜୟସ୍ବାଲ। ତେବେ କ୍ରିକେଟ ଫ୍ୟାନଙ୍କ ଏହି ଭଲ ପାଇବା ମାତ୍ର ୨ ଦିନ ମଧ୍ୟରେ ପଲଟି ଯାଇଥିଲା। ପ୍ରଶଂସା ବଦଳରେ ଏହି ଯୁବ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନା କରାଯାଇଥିଲା।