Devotees Flock to Balasore’s Famous Chandaneswar Chadak Mela
#ଜମୁଛି_ଚଡ଼କ_ମେଳା ଜମୁଛି ବାଲେଶ୍ବର ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ମେଳା। ଆଜି ହେଉଛି ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟ। ପଞ୍ଚମ ଅର୍ଘ୍ୟରେ ଆକର୍ଷଣୀୟ ହେଉଛି କାମୀନା ବିବାହ ପର୍ବ। ରାତିରେ ମନ୍ଦିର ଗର୍ଭଗୃହରେ ଗୁପ୍ତ ଭାବରେ ରାକ୍ଷସୀ କାମୀନାଙ୍କ ସହ
#ଜମୁଛି_ଚଡ଼କ_ମେଳା
ଜମୁଛି ବାଲେଶ୍ବର ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ମେଳା। ଆଜି ହେଉଛି ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟ। ପଞ୍ଚମ ଅର୍ଘ୍ୟରେ ଆକର୍ଷଣୀୟ ହେଉଛି କାମୀନା ବିବାହ ପର୍ବ। ରାତିରେ ମନ୍ଦିର ଗର୍ଭଗୃହରେ ଗୁପ୍ତ ଭାବରେ ରାକ୍ଷସୀ କାମୀନାଙ୍କ ସହ