Dharmendra: ୮୯ ବର୍ଷରେ ବି କମିନି ଜୋସ୍; ପାଣିରେ ପହରୁଛନ୍ତି ଧର୍ମେନ୍ଦ୍ର

୮୯ ବର୍ଷରେ ବୟସରେ ବି ଜମେଇକି ବ୍ୟାୟାମ କରୁଛନ୍ତି ଧର୍ମେନ୍ଦ୍ର। ଏହାର ଝଲକ ଏବେ ସୋସିଆଲ ମିଡିଆରେ ଦେଖାଯାଉଛି। ଯିଏ ଦେଖୁଛି ସିଏ କରୁଛି ପ୍ରଶଂସା।

Dharmendra: ୮୯ ବର୍ଷରେ ବି କମିନି ଜୋସ୍; ପାଣିରେ ପହରୁଛନ୍ତି ଧର୍ମେନ୍ଦ୍ର
Array