Health Insurance Fraud Alert: ସ୍ବାସ୍ଥ୍ୟବୀମା ନାଁରେ ଆସୁଛି ଅଜଣା କଲ୍... ସତର୍କ ରହିବାକୁ FBIର ଚେତାବନୀ

ଏହି ଘୋଟାଲାର କିପରି ପର୍ଦ୍ଦାଫାଶ ହୋଇଛି ସେନେଇ ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପୀଡ଼ିତଙ୍କୁ ହଠାତ ଅଜଣା କମ୍ପାନୀରୁ କଲ ଆସୁଛି, ଆଉ ସେମାନେ ନିଜକୁ ବୈଧ ଚିକିତ୍ସା ବୀମା ପ୍ରଦାନ କରୁଥିବା କମ୍ପାନୀ ବୋଲି କହି ଲୋକଙ୍କୁ ଠକୁଛନ୍ତି ।

Health Insurance Fraud Alert: ସ୍ବାସ୍ଥ୍ୟବୀମା ନାଁରେ ଆସୁଛି ଅଜଣା କଲ୍... ସତର୍କ ରହିବାକୁ FBIର ଚେତାବନୀ
Array