Pakistan Army Chief: ଗଣହତ୍ୟାକାରୀ ଅସୀମ ମୁନିର, ଆମେରିକାରେ ଶୁଭିଲା ଲଜ୍ଜା ଲଜ୍ଜା....
ତାଙ୍କ କାର୍ ହୋଟେଲ୍ ଭିତରକୁ ପଶିବା ମାତ୍ରେ କିଛି ଲୋକ ‘ଶେମ୍ ଅନ୍ ୟୁ, ଶେମ୍ ଅନ୍ ୟୁ’ କହି ଚିତ୍କାର କରିଥିଲେ । ଚିତ୍କାର କରିଥିବା ଲୋକମାନେ ମଧ୍ୟ ପାକିସ୍ତାନ ବଂଶୋଦ୍ଭବ । ଜଣେ ମାନବାଧିକାର କର୍ମୀ ଚିତ୍କାର କରି କହିଥିଲେ, ତୁମେ ଭୀରୁ… । ଏହି ବିରୋଧ ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।