Orphan Child: ପୂରିନି ବର୍ଷେ; ଦଇବ ଦେଲା ଦୁଃଖ, ଅନାଥ ହେଲେ ୨ଛୁଆ

ରମେଶ ମୁଣ୍ଡାଙ୍କର ଥିଲା ଖସଖୁସିର ପରିବାର। ସ୍ତ୍ରୀ ରଶ୍ମିତା ମୁଣ୍ଡା, ୧୦ବର୍ଷର ପୁଅ ସଞ୍ଜୟ ଓ ୬ବର୍ଷର ଝିଅକୁ ନେଇ ତୋଳିଥିଲେ ସ୍ୱପ୍ନର ଘର। ବେଶ୍ ଆନନ୍ଦରେ ନିଜ ପରିବାର ଚଳାଇ ନେଉଥିଲେ ରମେଶ। ହଠାତ୍ ସେହି ପରିବାର ଉପରେ ଯେପରି କାହାର ଲାଗିଗଲା ନଜର । 

Orphan Child: ପୂରିନି ବର୍ଷେ; ଦଇବ ଦେଲା ଦୁଃଖ, ଅନାଥ ହେଲେ ୨ଛୁଆ
Array