Dhenkanal Notorious Criminal Encounter: ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ; ଫାୟାରିଂ କଲା ପୋଲିସ
ଗତ ରାତିରେ ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ। ପୋଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ହୁଣ୍ଡଙ୍କୁ ଧରିବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ହୁଣ୍ଡ ପୋଲିସକୁ ଦେଖି ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।