Diarrhea Spread In Jajpur ଯାଜପୁର ଜିଲ୍ଲାରେ ବ୍ୟାପଛି ଡାଇରିଆ, ୨ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ

ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ। ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେଉଛନ୍ତି। ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକ୍ ରେ ଝାଡାବାନ୍ତି ବ୍ୟାପିଛି। ଏପରିକି ଡାଇରିଆରେ ୨ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

Diarrhea Spread In Jajpur ଯାଜପୁର ଜିଲ୍ଲାରେ ବ୍ୟାପଛି ଡାଇରିଆ, ୨ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ
Array