Diarrhoea Alert: ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲା ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର...

ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ। ସହରଯାକ ଆବର୍ଜନା ଯେଉଁଠି ପାସ୍ କରୁଛି, ତାଉ ଉପରେ ବେଧଡ଼କ ଚାଲିଛି ଖାଦ୍ୟ ବେପାର। ଖୋଦ୍ କଟକ ସହର ଓ ଜଗତସିଂହପୁରରେ ଆଗରେ ହୋଟେଲ, ଆଉ ହୋଟେଲ ପଛପଟେ ମାଛି ଭଣ ଭଣ ପରିବେଶ। ସାରା ରାଜ୍ୟକୁ ଏବେ ଡାଇରିଆ ଡରାଉଥିବା ବେଳେ ଆଜି ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗର ରେଡ୍ ବେଳେ ସାମ୍ନାକୁ ଆସିଛି କିଛି ଭୟଙ୍କର ଦୃଶ୍ୟ।

Diarrhoea Alert: ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲା ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର...
Array