Differently Abled: ଶରୀର ସିନା ସାଥ୍ ଦେଉନି, ମନ କିନ୍ତୁ ସାଥ୍ ଦେଉଛି...ଦଶ ପ୍ରାଣୀ କୁଟୁମ୍ବଙ୍କ ସାହା ଏବେ ଗଣେଶ

ଗଣେଶ ମହାଳିକ। ଭଦ୍ରକ ଜିଲ୍ଳାର ଚାନ୍ଦବାଲି ଏନ୍ ଏ ସିର ୧୧ ୱାର୍ଡର ୩୧ ବର୍ଷର ଭିନ୍ନକ୍ଷମ ଯୁବକ। ସେ ନିଜର ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ପରିବାର ପ୍ରତିପୋଷଣ ଓ ରୋଜଗାର ସୃଷ୍ଟି ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଗଣେଶ ଏବେ ଟ୍ରଲି ଟାଣି ବହୁ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।

Differently Abled: ଶରୀର ସିନା ସାଥ୍ ଦେଉନି, ମନ କିନ୍ତୁ ସାଥ୍ ଦେଉଛି...ଦଶ ପ୍ରାଣୀ କୁଟୁମ୍ବଙ୍କ ସାହା ଏବେ ଗଣେଶ
Array