Digital Dysmorphia Causes Mental Health Issues: ଡିଜିଟାଲ୍ ଡିସମୋର୍ଫିଆ: ଫେସ୍ ଫିଲ୍ଟର କାହିଁକି ଆପଣଙ୍କୁ ନିଜଠୁ ଦୂରେଇ ଦିଏ ?

ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।

Digital Dysmorphia Causes Mental Health Issues: ଡିଜିଟାଲ୍ ଡିସମୋର୍ଫିଆ: ଫେସ୍ ଫିଲ୍ଟର କାହିଁକି ଆପଣଙ୍କୁ ନିଜଠୁ ଦୂରେଇ ଦିଏ ?
Array