Diljit Dosanjh: ବଢିଲା ଅଡୁଆ; 'ସର୍ଦ୍ଦାର ଜୀ ୩' ପରେ 'ବର୍ଡର ୨'କୁ ନେଇ ବିବାଦ… ସୁଟିଂ ନ କରିବାକୁ ଦାବି

FWICE ଏହାର ଚିଠିରେ ସ୍ପଷ୍ଟ ଭାବରେ ଦାବି କରିଛି ଯେ 'ବର୍ଡର ୨'କୁ ଦିଆଯାଇଥିବା ସୁଟିଂ ଅନୁମତି ତୁରନ୍ତ ବାତିଲ କରାଯାଉ। ସଂଗଠନ କହିଛି ଯେ ଦିଲଜିତ ଦୋସାଞ୍ଜଙ୍କୁ ପୂର୍ବରୁ ଆନୁଷ୍ଠାନିକ ଭାବରେ ବୟକଟ୍‌ କରାଯାଇଛି, ତେଣୁ ତାଙ୍କୁ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଭଳି ସ୍ଥାନରେ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦେବା ଜାତୀୟ ଭାବନା ବିରୁଦ୍ଧରେ ଯିବ।

Diljit Dosanjh: ବଢିଲା ଅଡୁଆ; 'ସର୍ଦ୍ଦାର ଜୀ ୩' ପରେ 'ବର୍ଡର ୨'କୁ ନେଇ ବିବାଦ… ସୁଟିଂ ନ କରିବାକୁ ଦାବି
Array