Dipika Chikhlia: ଦୀପିକା ଚିଖ୍ଲିଆ କିପରି ହେଲେ ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ସୀତା
ରାମାନନ୍ଦ ସାଗରଙ୍କ 'ରାମାୟଣ'ର ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଦେଇଛନ୍ତି। ଏଥିରେ ସୀତା ଚରିତ୍ରରେ ଅଭିନୟ କରିଥିଲେ ଦୀପିକା ଚିଖ୍ଲିଆ। ଲୋକମାନେ ତାଙ୍କୁ ପ୍ରକୃତରେ 'ସୀତା ମାତା' ବୋଲି ଭାବି ନେଇଥିଲେ। ତାଙ୍କୁ ଯେଉଁଠାରେ ଦେଖୁଥିଲେ ସେଠାରେ ତାଙ୍କ ପାଦ ସ୍ପର୍ଶ କରୁଥିଲେ। ତେବେ ଆସନ୍ତୁ ଜାଣିବା ଦୀପିକାଙ୍କୁ ଏହି ଭୂମିକା କିପରି ମିଳିଲା।