Suhana Khan: ବାଲି ଉପତ୍ୟକାକୁ ଉପଭୋଗ କରୁଛନ୍ତି ସୁହାନା ଖାନ

ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ତାଙ୍କ କାମ ସହିତ ଦମଦାର ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ବାଲି ଉପତ୍ୟକାରେ ଛୁଟିକୁ ଉପଭୋଗ କରୁଛନ୍ତି। ଏହାର ଝଲକ ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

Suhana Khan: ବାଲି ଉପତ୍ୟକାକୁ ଉପଭୋଗ କରୁଛନ୍ତି ସୁହାନା ଖାନ
Array