ପେଟରେ ଥିଲା ୫ ମାସର ଛୁଆ, ଟିକେ ବି ଦୟା ନକରି କଲବଳ କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ ....

୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ଥିବାବେଳେ ବର୍ତ୍ତମାନ ସ୍ତ୍ରୀ ୫ ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କୁ ଅମାନୁଷିକ ନିର୍ଯାତନା ଓ ମାଡ଼ ମାରି ଜଣେ ଗର୍ଭବତୀ ମହିଳାଙ୍କୁ ସ୍ବାମୀ ଜଣକ ହତ୍ୟା କରିଥିବା ଦଶମନ୍ତପୁର ଥାନାରେ ଅଭିଯୋଗ ହୋଇଛି | O