Dispute Over Digha Jagannath Dham: ଦୀଘା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗୁନୀ; କହିଲେ, ଦୀଘାକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ
ଜଗୁନି କହିଛନ୍ତି, ମହାପ୍ରଭୁଙ୍କର ବିକଳ୍ପ ନାହିଁ । ଶ୍ରୀମନ୍ଦିର ବ୍ୟତୀତ ସାରା ପୃଥିବୀରେ କେଉଁଠି ବି ବ୍ରହ୍ମ ସଂସ୍ଥାପନର ବିଧି ନାହିଁ । ବିଶ୍ବର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ସବୁ ପରମ୍ପରା ଅନୁସାରେ ହେଉ ।