Divorce Rate Increasing: ଦାମ୍ପତ୍ୟ ଜୀବନରେ ଘୋଟି ଆସୁଛି କଳାମେଘ: ହଜି ଯାଉଛି ମଧୁ, ଲିଭି ଯାଉଛି ଚନ୍ଦ୍ରିକା
ଅତୁଲଙ୍କର ବିବାହ ୨୦୧୯ରେ ହୋଇଥିଲା । ଅତୁଲ ଓ ନିକିତାଙ୍କର ଏକ ପୁଅ ମଧ୍ୟ ଅଛି । ତେବେ ସେମାନେ ଅଲଗା ରହୁଛନ୍ତି । ମୃତ୍ୟୁ ପୂର୍ବରୁ ଅତୁଲ ଦେଢ ଘଣ୍ଟାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ କହି ଯାଇଛନ୍ତି ତାଙ୍କ ନିର୍ଯାତନା କଥା । ଉଭୟଙ୍କ ମଧ୍ୟରେ ଡିଭୋର୍ସ ପାଇଁ ପ୍ରକ୍ରିୟା ଜୋନପୁର ଫ୍ୟାମିଲି କୋର୍ଟରେ ଚାଲିଥିଲା । ହେଲେ ତା ପୂର୍ବରୁ ସେ ଚରମ ନିଷ୍ପତ୍ତି ନେଇଥିଲେ । ହୁଏତ ବିବାହ ବିଚ୍ଛେଦ ହୋଇ ନ ଥିଲେ ଅତୁଲ ଏତେ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ ।