Sunita Williams Latest News: ସୁନୀତାଙ୍କ ଅନ୍ତରୀକ୍ଷ କାହାଣୀକୁ ନେଇ ଚର୍ଚ୍ଚା; ପ୍ରଥମେ ନାସା ଗ୍ରହଣ କରିନଥିଲା ଆବେଦନ

ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରିନଥିଲା ନାସା । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା ।

Sunita Williams Latest News: ସୁନୀତାଙ୍କ ଅନ୍ତରୀକ୍ଷ କାହାଣୀକୁ ନେଇ ଚର୍ଚ୍ଚା; ପ୍ରଥମେ ନାସା ଗ୍ରହଣ କରିନଥିଲା ଆବେଦନ
Array